Home Oriya Odia Dictionary

Download Oriya Odia Dictionary APP

Ingredient Oriya Odia Meaning

ବ୍ୟଙ୍ଗ

Definition

ଯେଉଁ ବ୍ୟକ୍ତିଙ୍କ ମଧ୍ୟସ୍ଥତାରେ ବିବାହ ସମ୍ବନ୍ଧ ପଡେ
ବ୍ୟବହାରରେ ଆସୁଥିବା ବସ୍ତୁଗୁଡ଼ିକର ତିଆରି ସାମଗ୍ରୀ
କୌଣସି ବର୍ଗର ଯେଉଁ ଭାଗ ବା ଅଂଶଟି ସ୍ୱୟଂସମ୍ପୂର୍ଣ୍ଣ ଥାଏ
ଯୌଗିକର କୌଣସି ଅବୟବ ବା ଭାଗ ବା କୌଣସି ମିଶ୍ରଣ

Example

ଝିଅଟିର ବାପା ଘଟକଙ୍କୁ ବାରମ୍ବାର ଧନ୍ୟବାଦ ଦେଉଥିଲେ
ତୈଳବୀଜ, ତୁଳା ଆଦି କଞ୍ଚାମାଲର ଅନ୍ତର୍ଗତ
ଏହି ସଂସ୍ଥାର ପାଞ୍ଚୋଟି ଶାଖା ଅଛି
ରାସାୟନିକ ଖାଦ୍ୟରେ କିଛି ସଂଘଟନ ହୋଇଥାଏ