Home Oriya Odia Dictionary

Download Oriya Odia Dictionary APP

Injury Oriya Odia Meaning

ଆଘାତ

Definition

କୌଣସି ବସ୍ତୁ ଉପରେ ଅନ୍ୟ ଏକ ବସ୍ତୁ ଜୋରରେ ଆସି ଖସିପଡ଼ିବା କ୍ରିୟା (ଯାହାଫଳରେ ବେଳେବେଳେ ଅନିଷ୍ଟ ବା ହାନୀ ହୁଏ)
କୌଣସି ବେପାରଆଦିରେ ହେଉଥିବା କ୍ଷତି
ଏଭଳି ଆକସ୍ମିକ କଥା ବା ଘଟଣା ଯେଉଁଥିରେ

Example

ସେ ଲାଠିରେ ମୋତେ ଆଘାତ କଲା
ଏହି ବେପାରରେ ମୋର ଖାଲି କ୍ଷତି ହେଲା
ଏହି ଦୁର୍ଘଟଣା ପରେ ତା ସ୍ୱଭାବରେ ବହୁତ ପରିବର୍ତ୍ତନ ଆସିଗଲା
କାହାରି କ୍ଷତି କରନାହିଁ
କାହାର ଅନିଷ୍ଟ ଚିନ୍ତା କରିବା ଉ