Home Oriya Odia Dictionary

Download Oriya Odia Dictionary APP

Innate Oriya Odia Meaning

ଆଜନ୍ମ, ଜନ୍ମଗତ, ଜନ୍ମଜାତ

Definition

ସ୍ୱଭାବରେ ବା ଆପେ ଆପେ ହେଉଥିବା ବା ଯାହା କୃତ୍ରିମ ନୁହେଁ
ଯେ ଏକ ମାଆର ଗର୍ଭରୁ ଜାତ ହୋଇଛି
କାହାରି ଜନ୍ମ ସମୟରେ ତା ସହିତ ଉତ୍ପନ୍ନ ହୋଇଥିବା
ଯାହା ଜନ୍ମରୁ ସିଦ୍ଧ ବା ଜନ୍ମରୁ ପ୍ରାପ୍ତ

Example

ଅନ୍ୟର ଦୁଃଖ ଦେଖି ଦ୍ରବିତ ହେବା ଏକ ସ୍ୱାଭାବିକ ପ୍ରତିକ୍ରିୟା
ସମ୍ପତ୍ତି ଏଭଳି ଜିନିଷ ଯାହା ସହୋଦରଙ୍କ ଭିତରେ ବି ମନୋମାଳିନ୍ୟ ସୃଷ୍ଟି କରିଦେଇଥାଏ
ମୋହନ ଆଜନ୍ମ ଅନ୍ଧ