Home Oriya Odia Dictionary

Download Oriya Odia Dictionary APP

Inner Oriya Odia Meaning

ଆତ୍ମଗତ, ନିଜସ୍ୱ

Definition

ଯାହା ଭିତରର
ମନରେ ହେବା ବା ଆସିବା
ନିଜେ ଆଣିଥିବା ବା ଅଣାଯାଇଥିବା
ମନକୁ ମନ
ଭିତରେ ପିନ୍ଧାଯାଉଥିବା ବସ୍ତ୍ର

Example

ସେ ମଣିଷର ଆଭ୍ୟନ୍ତର ଶାରୀରିକ ସଂରଚନାର ଅଧ୍ୟୟନ କରୁଛି
କବି ମହୋଦୟ ନିଜ ମନୋଗତ ଭାବକୁ କବିତା ମାଧ୍ୟମରେ ଶ୍ରୋତାମାନଙ୍କ ସମ୍ମୁଖରେ ପ୍ରକାଶ କଲେ
ଏହା ହେଉଛି ମୋର ନିଜସ୍ୱ ଅନୁଭବ
ସେ ସ୍ୱଗତ କହିଲା
ଗେଞ୍ଜି,ଜଙ୍ଘିଆ ଆଦି ଅନ୍ତର୍ବସ୍