Home Oriya Odia Dictionary

Download Oriya Odia Dictionary APP

Inquietude Oriya Odia Meaning

ଅସ୍ଥିରଚିତ୍ତତା, ଉଦ୍‌ବିଗ୍ନତା, ବ୍ୟଗ୍ରତା

Definition

ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥା ଯେଉଁଥିରୁ ମୁକ୍ତି ପାଇବା ପାଇଁ ସ୍ୱାଭାବିକ ପ୍ରବୃତ୍ତି ସୃଷ୍ଟି ହୋଇଥାଏ
ଉଦବିଗ୍ନ ହେବାର ଅବସ୍ଥା ବା ଭାବ
ସେହି

Example

ଉଦବିଗ୍ନତା କାରଣରୁ ଏହି କାର୍ଯ୍ୟରେ ମୁଁ ନିଜର ମନୋନିବେଶ କରିପାରୁନାହିଁ
ଆପଣ ନିଜର ଅସୁବିଧା ଜଣାନ୍ତୁ, ତାର ସମାଧାନ କରିବାପାଇଁ ଚେଷ୍ଟା କରାଯିବ