Home Oriya Odia Dictionary

Download Oriya Odia Dictionary APP

Inspiring Oriya Odia Meaning

ପ୍ରେରଣାଦାୟକ

Definition

ଯାହାଙ୍କଠାରୁ ପ୍ରେରଣା ମିଳେ ବା ପ୍ରେରଣା ଦେଲାଲୋକ
ଯାହା କୌଣସି କାମ କରିବାପାଇଁ ପ୍ରେରଣା ଦିଏ

Example

ଶିକ୍ଷକଙ୍କ ପ୍ରେରଣାଦାୟକ କଥା ଶୁଣି ହିଁ ସେ ମନ ଲଗାଇ ପାଠ ପଢ଼ିଲା
ଏହି ପୁସ୍ତକରେ କେତେକ ପ୍ରେରଣାଦାୟକ ପ୍ରସଙ୍ଗ ରହିଛି