Home Oriya Odia Dictionary

Download Oriya Odia Dictionary APP

Installation Oriya Odia Meaning

ଅଧିସ୍ଥାପନ, ଲଗା

Definition

ନିଯୁକ୍ତ କରିବା ବା ହେବାର କ୍ରିୟା ବା ଭାବ
ରାଜସିଂହାସନ କିମ୍ବା ଗାଦିରେ ଆସୀନ ହେବା ସମୟରେ କରାଯାଉଥିବା କୃତ୍ୟ
ସଂସ୍ଥା ବା ମଣ୍ଡଳୀ ଆଦି ତିଆରି କରିବା କାର୍ଯ୍ୟ
ସ୍ଥାପନ ବା ପ୍ରତିଷ୍ଠା

Example

ଶ୍ୟାମର ନିଯୁକ୍ତି ନୌସେନାରେ ନାବିକ ପଦରେ ହୋଇଛି
ରାଜାଭିଷେକ ପୂର୍ବରୁ ରାମଙ୍କୁ ବନବାସ ଯିବାକୁ ପଡ଼ିଲା
ବିଦେଶୀ ଶାସନ ସମୟରେ ଭାରତକୁ ସ୍ୱାଧୀନ କରାଇବାପାଇଁ ଅନେକ କ୍ରାନ୍ତିକାରୀ ସଂଘର ସଂସ୍ଥାପନା କରାଯାଇଥିଲା
ଛକ