Home Oriya Odia Dictionary

Download Oriya Odia Dictionary APP

Institution Oriya Odia Meaning

ନବପ୍ରବର୍ତ୍ତନ, ନବୀକରଣ, ନିୟମ, ପାଗଳଖାନା, ପାଗଳଗାରଦ, ବ୍ୟବସ୍ଥା, ସଂସ୍କାରସାଧନ, ସଂସ୍ଥା

Definition

ସାହିତ୍ୟ, ବିଜ୍ଞାନ, କଳାଆଦିର ଉନ୍ନତି ନିମନ୍ତେ ସ୍ଥାପିତ ସମାଜ
ରାଜନୈତିକ ବା ସାମାଜିକ ଜୀବନ ସହିତ ସମ୍ବନ୍ଧ ରଖୁଥିବା କୌଣସି ନିୟମ ବା ବିଧାନ
ଗୋଟିଏ ଜାଗାରେ ରହିବା କିମ୍ବା ଗୋଟିଏ ପ୍ରକାରର କାମ

Example

ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ ଶିକ୍ଷା କ୍ଷେତ୍ରରେ ବିଶ୍ୱବିଖ୍ୟାତ
ହିନ୍ଦୁ ସଂସ୍କୃତିରେ ବିବାହ ଗୋଟିଏ ଧାର୍ମିକ ବ୍ୟବସ୍ଥା
ସମାଜର ନିୟମାନୁସାରେ କାମ କରିବା ଉଚିତ
ରାମ ଏକ