Home Oriya Odia Dictionary

Download Oriya Odia Dictionary APP

Instruct Oriya Odia Meaning

ବତେଇବା, ବୁଝେଇବା, ଶିକ୍ଷା ଦେବା, ଶିଖେଇବା

Definition

କିଛି କରିବାପାଇଁ ଆଦେଶଦେବା
ଅଧ୍ୟାପନା କରିବା କିମ୍ବା ପଢ଼ାଇବା କାମ କରିବା
ହିତକଥା କହିବା
କୌଣସି ବସ୍ତୁ ବା କାର୍ଯ୍ୟ ଆଡ଼କୁ ଇଙ୍ଗିତ କରିବା
ଶୁଆ, ଶାରୀଆଦି ପକ୍ଷିମାନଙ୍କୁ ମଣିଷର ଭାଷା ଶିଖାଇବା

Example

ଗୁରୁ ତୁମକୁ ଘରକୁ ଯିବାପାଇଁ କହିଛନ୍ତି / ସେ ନିଜେ କିଛି କରେ ନାହିଁ କେବଳ ଅନ୍ୟକୁ ବରାଦ କରେ
ରାମାନୁଜ ବିଦ୍ୟାଳୟରେ ଗଣିତ ପଢ଼ାଉଛନ୍ତି
ବୁଦ୍ଧ ଆମକୁ ଜୀବନରେ ଉଚିତ ମୂଲ୍ୟର ଶିକ୍ଷା ଦେଲେ
ମାଆ ମୋତେ ଆକାଶରେ ଧ୍ରୁବ ତାରାର ସ୍ଥିତି ବ