Home Oriya Odia Dictionary

Download Oriya Odia Dictionary APP

Integrated Oriya Odia Meaning

ଅଙ୍ଗିଭୁତ, ଅନ୍ତର୍ଗତ, ନିହିତ, ମିଳିତ, ମିଶ୍ର, ମିଶ୍ରଣ, ମିଶ୍ରିତ, ଯୌଗିକ, ସନ୍ନିବିଷ୍ଟ , ସମାବିଷ୍ଟ, ସମିଶ୍ରିତ

Definition

ଏକାଠି କରାଯାଇଥିବା ବା ଗୋଟିଏ ଜାଗାକୁ ଅଣାଯାଇଥିବା
କୌଣସି ପ୍ରକାରର ବ୍ୟବସ୍ଥା ବା ନିୟମ ସହ ଯୁକ୍ତ
ଯାହା ନିହିତ ବା ଅନ୍ତର୍ଗତ
ଯାହା ଅଙ୍ଗୀକାର କରାଯାଇଛି ବା ଯାହାକୁ ନିଜ ଉପରକୁ ନିଆଯାଇଛି
ଏକାଭଳି ବହୁତଗୁଡ଼ିଏ ବସ୍ତୁର କିଛି ସମୂହ ଆକାର

Example

ଏ ବର୍ଷ ବାରୁଣୀ ମେଳାରେ ଏକତ୍ରିତ ହୋଇଥିବା ଲୋକଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଗଲା
ସେ କୋଠରୀରେ ସଜାଡ଼ିକି ରଖାଯାଇଥିବା ଜିନିଷଗୁଡ଼ିକୁ ଛିନଛତ୍ର କରିଦେଲା
ଏହି କବିତାରେ ଭଲ ବିଚାର ସମାବିଷ୍ଟ ହୋଇଛି
ସେ ନିଜର କାର୍ଯ୍ୟଭାରକୁ ଆନନ୍ଦ ସହିତ