Home Oriya Odia Dictionary

Download Oriya Odia Dictionary APP

Intellectual Oriya Odia Meaning

ଚତୁର ବ୍ୟକ୍ତି, ଧୀମାନ, ବିଚାରବନ୍ତ ବ୍ୟକ୍ତି, ବୁଦ୍ଧିଜୀବି, ବୁଦ୍ଧିମାନ ବ୍ୟକ୍ତି

Definition

ଯେ କେବଳ ବୁଦ୍ଧିବଳରେ ଜୀବିକା ଉପାର୍ଜନ କରେ
ମସ୍ତିଷ୍କ ସମ୍ବନ୍ଧୀୟ ବା ମସ୍ତିଷ୍କର
ଯାହାର ବୁଦ୍ଧି ଓ ବିଚାର ଖୁବ୍‌ ପ୍ରଖର
ଯାହାଙ୍କର ବହୁତ ବୁଦ୍ଧି ବା ଧୀଶକ୍ତି ଅଛି
ଯାହାଠାରେ ଭଲ ଭାବରେ ବିଚାର

Example

ସମାଜକୁ ଏକ ନୂଆ ଦିଗ୍‌ଦର୍ଶନ ଦେବାନିମନ୍ତେ ବୁଦ୍ଧିଜୀବୀ ବ୍ୟକ୍ତିମାନଙ୍କର ବହୁତ ବଡ଼ ହାତ ରହିଛି
ମସ୍ତିଷ୍କୀୟ ଅପରେସନ୍‌ ସମୟରେ ରୋଗୀର ମୃତ୍ୟୁ ହୋଇଗଲା
ବୁଦ୍ଧିମାନଲୋକଙ୍କ ସାଙ୍ଗରେ ରହିଲେ ତୁମେ ବି ବୁଦ୍ଧିମାନ ହୋଇଯିବ
ବୁଦ୍ଧିମାନ୍‌