Home Oriya Odia Dictionary

Download Oriya Odia Dictionary APP

Intensity Oriya Odia Meaning

ଉଗ୍ରତା, ଜୋର, ତୀବ୍ରତା, ପ୍ରଚଣ୍ଡତା, ପ୍ରବଳତା, ବେଗ

Definition

ଶୀଘ୍ର ହେବାର ଅବସ୍ଥା ବା ଭାବ
ଗତି ବଢ଼ିବାର ଅବସ୍ଥା
ଭୀଷଣ ବା ଭୟାନକ ହେବାର ଅବସ୍ଥା
ପ୍ରଖର ହେବାର ଅବସ୍ଥା ବା ଭାବ
ପ୍ରସାରିତ ଉର୍ଜାର ମାତ୍ରା

Example

ପବନ ବହୁତ ବେଗରେ ବହୁଅଛି
ଗ୍ରାମବାସୀ ପ୍ଲେଗର ବିଭୀଷିକାରେ ଡରିଯାଇଥିଲେ
ବିଦ୍ୱାନଙ୍କ ବୁଦ୍ଧିର ପ୍ରଖରତା ସହଜରେ ପରୀକ୍ଷା କରାଯାଇପାରିବ
ମାପରେ କାଲିର ଭୂମିକମ୍ପର ତୀବ୍ରତା ପାଞ୍ଚ ଦଶମିକ ନଅ ଥିଲା