Home Oriya Odia Dictionary

Download Oriya Odia Dictionary APP

Interior Oriya Odia Meaning

ଅର୍ନ୍ତଦେଶୀୟ, ଭିତର, ଭିତରି କ୍ଷେତ୍ର୍ର, ଭିତରି ଭାଗ

Definition

କୌଣସି ଦେଶ ଭିତରେ ବା ତା ଭିତର ଭାଗରେ ହେଉଥିବା କିମ୍ବା ତା ସହ ସମ୍ବନ୍ଧିତ
ଯାହା ଭିତରର
ଦେଶ ଭିତରେ ଡାକଦ୍ୱାରା ପଠାଯାଉଥିବା ନୀଳ ପତ୍ର ଯେଉଁଥିରେ ଡାକ ଟିକଟ ଅଲଗାଭାବରେ ଲଗାଇବାର ଆବଶ୍ୟକତା ପଡେନାହିଁ
କୌଣ

Example

ଦୟାକରି ମୋତେ ଏକ ଅର୍ନ୍ତଦେଶୀୟ ପତ୍ର ଦିଅନ୍ତୁ
ସେ ମଣିଷର ଆଭ୍ୟନ୍ତର ଶାରୀରିକ ସଂରଚନାର ଅଧ୍ୟୟନ କରୁଛି
ଅନ୍ତର୍ଦେଶୀୟ ପତ୍ର ଭିତରେ କୌଣସି ବସ୍ତୁ ରଖିକରି ପଠାଇବା ଉଚିତ ନାହିଁ