Home Oriya Odia Dictionary

Download Oriya Odia Dictionary APP

Interpret Oriya Odia Meaning

ଅନୁବାଦ କରିବା, ତର୍ଜମା କରିବା, ବୁଝିବା, ଭାଷାନ୍ତର କରିବା, ଭାଷାନ୍ତରଣ କରିବା, ରୂପାନ୍ତର କରିବା

Definition

କୌଣସି ଜଟିଳ ବାକ୍ୟର ଅର୍ଥଗତ ସ୍ପଷ୍ଟୀକରଣ
ବିସ୍ତାର ପୂର୍ବକ କିଛି କହିବା
କୌଣସି ବିଷୟରେ କିଛି ବିସ୍ତୃତ ଭାବେ କରା ହୋଇଥିବା ବର୍ଣ୍ଣନା
କୌଣସି ଶବ୍ଦ ବା ପଦର ଅର୍ଥ ବା ଭାବ ଜଣାଇବାପାଇଁ ସ୍ପଷ୍ଟ କ

Example

ସଂସ୍କୃତ ଶ୍ଳୋକର ବ୍ୟାଖ୍ୟା ସାଧାରଣ ଲୋକଙ୍କଦ୍ୱାରା ସମ୍ଭବପର ନୁହେଁ
ସେ କାଲିର ଘଟଣା ବର୍ଣ୍ଣନା କରୁଥିଲେ
ସେ ରାମାୟଣର ଟୀକା ଲେଖୁଛନ୍ତି
ଗୁରୁ ସତ୍ୟର ପରିଭାଷା ବୁଝାଉଥିଲେ
ରାମାୟଣକୁ ଅଧିକାଂଶ ଭାଷ