Home Oriya Odia Dictionary

Download Oriya Odia Dictionary APP

Intransitive Oriya Odia Meaning

ଅକର୍ମକ, ଅକର୍ମକ କ୍ରିୟା

Definition

ବ୍ୟାକରଣର ସେହି କ୍ରିୟା ଯାହାସହିତ କୌଣସି କର୍ମ ନଥାଏ
ଯେଉଁଥିରେ କର୍ମ ନାହିଁ

Example

ଚାଲିବା ଏକ ଅକର୍ମକ କ୍ରିୟା
ଅକର୍ମକ କ୍ରିୟାଗୁଡ଼ିକରେ କର୍ମର ଅଭାବ ଥାଏ