Home Oriya Odia Dictionary

Download Oriya Odia Dictionary APP

Intrigue Oriya Odia Meaning

ଷଡଯନ୍ତ୍ର

Definition

କାହା ବିରୋଧରେ ଗୁପ୍ତଭାବରେ ନିଆଯିବା ପଦକ୍ଷେପ
କପଟପୂର୍ଣ୍ଣ ଆୟୋଜନ
ଷଡ଼ଯନ୍ତ୍ର ଆଦିର ରୂପରେଖ ପ୍ରସ୍ତୁତ କରିବା

Example

ସରକାରଙ୍କୁ ହଟେଇବାପାଇଁ ବିପକ୍ଷ ଦଳ ସର୍ବଦା କିଛି ନା କିଛି ଷଡ଼ଯନ୍ତ୍ର କରିଚାଲନ୍ତି
ଚକ୍ରବ୍ୟୂହ ରଚନା ଏକ ଷଡ଼ଯନ୍ତ୍ର ଥିଲା
ଦୁର୍ଯ୍ୟୋଧନ ପାଣ୍ଡବଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିଲେ