Home Oriya Odia Dictionary

Download Oriya Odia Dictionary APP

Inundation Oriya Odia Meaning

ଜଳ ପ୍ଳାବନ, ବଢି, ବନ୍ୟା

Definition

ଅଧିକ ହେବାର ଅବସ୍ଥା ବା ଭାବ
ଅଧିକ ପାଣି ବର୍ଷିବା କାରଣରୁ ନଦୀ ବା ଗାଡ଼ିଆଆଦିର ଜଳ ନିଜର ସାଧାରଣ ସ୍ତର ବା ସୀମାଠାରୁ ବଢ଼ି ଏଣେ ତେଣେ ମାଡ଼ି ଯିବା କ୍ରିୟା
ହତିଆରର ଧାରୁଆ ଧାର

Example

ଧନର ଆଧିକ୍ୟରୁ ସେ ଗର୍ବୀ ହୋଇଗଲା
ଅତ୍ୟଧିକ ବର୍ଷା କାରଣରୁ ଅଧିକଂଶ ନଦୀରେ ବଢ଼ି ଆସିଯାଇଛି
ଛୁରୀର ଧାର ଖରାପ ହୋଇଯାଇଛି
ଜନ୍ମରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ସବୁଠୁ ଅଧିକ ହୁଏ