Home Oriya Odia Dictionary

Download Oriya Odia Dictionary APP

Inveigle Oriya Odia Meaning

ଆହ୍ଲାଦିତ କରିବା, ପ୍ରବୋଧିତ କରିବା, ବହଲାଇବା

Definition

କୌଣସି ବସ୍ତୁ, ବ୍ୟକ୍ତିଆଦିକୁ କୌଣସି ବସ୍ତୁ, ବ୍ୟକ୍ତିଆଦିଦ୍ୱାରା ନିଜ ଶକ୍ତି ବା ପ୍ରେରଣାରେ ନିଜ ପାଖକୁ ଆକର୍ଷିତ କରିବା
କାହାକୁ ମୋହିତ କରିବା
ଏଭଳି କାମ କରିବା ଯେଉଁଥିରେ କାହାରି ମନରେ ଲୋଭ ଉତ୍ପନ୍ନ ହେବ

Example

ଭଗବାନ ରାମଙ୍କର ରୂପ ସବୁ ମିଥିଳାବାସୀଙ୍କୁ ଆକର୍ଷିତ କରୁଥିଲା
ରାମ ନିଜ କଥାରେ ଶ୍ୟାମକୁ ମୋହିତ କଲା
ଅପରାଧୀ ପୋଲିସକୁ ବହୁତ ଟଙ୍କା ଦେବାକୁ କହି ପ୍ରଲୋଭିତ କଲା
ସାଧାରଣତଃ ବଡ଼ମାନେ ପିଲାମାନଙ୍କୁ ନିଜ ପାଖକୁ ଡାକିବାପାଇଁ ସେମାନଙ୍କୁ