Home Oriya Odia Dictionary

Download Oriya Odia Dictionary APP

Investor Oriya Odia Meaning

ନିବେଶକ, ପୁଞ୍ଜି ନିବେଶକ

Definition

ପୁଞ୍ଜି ବିନିଯୋଗ କରୁଥିବା ବ୍ୟକ୍ତି
ପୁଞ୍ଜି ନିବେଶ କରିବା ବ୍ୟକ୍ତି

Example

ଏହି କାମରେ ପୁଞ୍ଜି ବିନିଯୋଗ କରିବାପାଇଁ କେତେକ ପୁଞ୍ଜିନିବେଶକ ପ୍ରସ୍ତୁତ ଅଛନ୍ତି
ଏହି କାମରେ ନିବେଶ କରିବା ନିମନ୍ତେ କେତେ ପୁଞ୍ଜି ନିବେଶକ ସଂସ୍ଥା ଆଗକୁ ଆସିଲେଣି