Home Oriya Odia Dictionary

Download Oriya Odia Dictionary APP

Invigorating Oriya Odia Meaning

ପୁଷ୍ଠ, ପ୍ରାଣକର, ବଳବର୍ଦ୍ଧକ, ବଳବର୍ଧକ, ଶକ୍ତିବର୍ଦ୍ଧକ, ଶକ୍ତିବର୍ଧକ

Definition

ପାଳନ ପୋଷଣ ବା ଲାଳିତ ପାଳିତ ହୋଇଥିବା
ସ୍ଫୁର୍ତ୍ତି ଦେବା / ଆସିବା
ମଜବୁତ ଶରୀରର
ବଳବୃଦ୍ଧି କରିବାବାଲା

Example

ମୋ ବୁଢ଼ାବାପାଙ୍କଦ୍ୱାରା ଲାଳିତପାଳିତ ଏହି ଆମ୍ବ ଗଛ ଏବେ ଫଳିଲାଣି
ସେ ସ୍ଫୁର୍ତ୍ତିପ୍ରଦ ବ୍ୟାୟାମ କରୁଛି
ଏକ ପତଳା ପହିଲିବାନ ଏକ ତାଗଡ଼ା ପହିଲିବାନକୁ ଧୂଳି ଚଟେଇ ଦେଲା
ଚ୍ୟବନପ୍ରାଶ ଏକ ବଳବର୍ଧକ ଆୟୁର୍ବେଦିକ ଔଷଧ