Home Oriya Odia Dictionary

Download Oriya Odia Dictionary APP

Involuntariness Oriya Odia Meaning

ଅନାକାଂକ୍ଷା, ଅନିଚ୍ଛା, ଅସ୍ପୃହା, ଇଚ୍ଛାହୀନତା, ନିସ୍ପୃହତା

Definition

ଇଚ୍ଛାର ଅଭାବ ବା ଇଚ୍ଛା ନହେବାର ଭାବ
କୌଣସି କଥା ବା ବସ୍ତୁର ପ୍ରାପ୍ତି ଆଡ଼କୁ ଧ୍ୟାନ ନେଉନଥିବା ମନୋବୃତ୍ତି

Example

ପଢ଼ିବାକୁ ତାହାର ଅରୁଚି ରହିଛି
ଇଚ୍ଛାହୀନତା କାରଣରୁ ତାର କୌଣସି କାମରେ ମନ ଲାଗୁନାହିଁ