Home Oriya Odia Dictionary

Download Oriya Odia Dictionary APP

Involuntary Oriya Odia Meaning

ଅନୈଚ୍ଛିକ

Definition

ଯେଉଁ କାମ ନିଜ ଇଚ୍ଛାରେ ବା ଜାଣିଶୁଣି କରାଯାଇନଥାଏ କିନ୍ତୁ ଅନ୍ୟର ଇଚ୍ଛାରେ ବା ପରିସ୍ଥିତିଆଦି କାରଣରୁ କରାଯାଇଥାଏ
ଯେଉଁଥିରେ ଇଚ୍ଛା ନାହିଁ
ଯେଉଁଥିରେ କାମବାସନା ନାହିଁ
ଯାହା କୌଣସି କାମନା ବା ଇଚ୍ଛା ବିନା କରାଯାଏ

Example

ଛିଙ୍କ ଗୋଟିଏ ଅନୈଚ୍ଛିକ କ୍ରିୟା
ଇଚ୍ଛାହୀନ ବ୍ୟକ୍ତିଙ୍କ ଜୀବନ ଶାନ୍ତିପୂର୍ଣ୍ଣ ଭାବେ କଟେ
ସ୍ୱାମୀ ବିବେକାନନ୍ଦ କାମନାହୀନ ବ୍ୟକ୍ତି ଥିଲେ
ଗୀତାରେ ନିଷ୍କାମ କର୍ମ