Home Oriya Odia Dictionary

Download Oriya Odia Dictionary APP

Inward Oriya Odia Meaning

ଭିତର

Definition

ଯାହା ଭିତରର
ଯାହାର ମୁହଁ ବା ପ୍ରବୃତ୍ତି ଭିତରକୁ ଅର୍ଥାତ୍‌ ଯେ ନିଜର ବିଚାରରେ ସୁଖସନ୍ତୋଷ ଅନୁଭବ କରେ
କୌଣସି ନିଶ୍ଚିତ ସ୍ଥାନରେ ବା ସୀମା ଭିତରେ
କୌଣସି ସ୍ଥାନର ଭିତିରି କ୍ଷେତ୍ର

Example

ସେ ମଣିଷର ଆଭ୍ୟନ୍ତର ଶାରୀରିକ ସଂରଚନାର ଅଧ୍ୟୟନ କରୁଛି
ସୋହନ ଜଣେ ଅନ୍ତର୍ମୁଖୀ ବ୍ୟକ୍ତି
ଦୟାକରି ଭିତରକୁ ଆସନ୍ତୁ
ଏହି କକ୍ଷ ଭିତର ଅନ୍ଧାର ହୋଇଛି