Irony Oriya Odia Meaning
ବିଡମ୍ବନା
Definition
କାହାରିକୁ ଚିଡ଼ାଇବା, ଦୁଃଖି କରିବା, ନୀଚଭାବେ ଦେଖିବାଆଦି ନିମନ୍ତେ କୁହାଯାଉଥିବା କଥା ଯାହା ସ୍ପଷ୍ଟ ଶବ୍ଦରେ ନ ହେଲେବି ସେ ପ୍ରକାର ଉଦ୍ଦେଶ୍ୟ ପ୍ରକଟ କରେ
ଅପେକ୍ଷିତ ଓ ଘଟିତ ମଧ୍ୟରେ ହେଉଥିବା ଅସଂଗତି
ଶବ୍ଦର ବ୍ୟଞ୍ଜନା ବୃତ୍ତିରେ ପ୍ରକଟ ହେବାର ଅର୍ଥ
Example
ଆଜିକାଲିର ନେତା ଜଣେ ଅନ୍ୟଜଣଙ୍କ ପ୍ରତି ବ୍ୟଙ୍ଗ କରିବାରେ ପଟୁ
ଏହା କିଭଳି ବିଡ଼ମ୍ବନା ଯେ କାଲିର ଲକ୍ଷପତି ଆଜି ରାସ୍ତାରେ ଭିକ ମାଗୁଛି
ବ୍ୟଙ୍ଗାର୍ଥ ସହଜରେ ବୁଝିହୁଏନାହିଁ
Revel in Oriya OdiaEmblem in Oriya OdiaStand in Oriya OdiaImpregnable in Oriya OdiaClosure in Oriya OdiaHybrid in Oriya OdiaSupposed in Oriya OdiaComing Back in Oriya OdiaMeshing in Oriya OdiaBamako in Oriya OdiaSmartly in Oriya Odia74 in Oriya OdiaUnhappiness in Oriya OdiaWell-wisher in Oriya OdiaRain Buckets in Oriya OdiaAge in Oriya OdiaArtistic in Oriya OdiaPersist in Oriya OdiaBlackguard in Oriya OdiaTruncated in Oriya Odia