Home Oriya Odia Dictionary

Download Oriya Odia Dictionary APP

Irrigate Oriya Odia Meaning

ବଳେଇବା, ମଡାଇବା

Definition

ଚାଷ କାମ ନିମନ୍ତେ କ୍ଷେତରେ ଜଳ ପହଁଚାଇବା କ୍ରିୟା ଯାହାଦ୍ୱାରା ମାଟି ଆଦ୍ର ରହେ
ପାଣି କିମ୍ବା କୌଣସି ତରଳ ପଦାର୍ଥର ସଂଯୋଗରେ ନରମ କରିବା
ଜମି, ଛୋଟଗଛଗୁଡ଼ିକ ଆଦିରେ ପାଣି ଦେବା
ପାଣିକୁ ଛିଟିକାଇବା
ଜଳସେଚନ କ୍ରିୟା

Example

କେନାଲ ଆଦି ପାଣିରେ କ୍ଷେତକୁ ଜଳସେଚିତ କରାଯାଏ
କୁମ୍ଭାର ମାଠିଆ ତିଆରି କରିବାପାଇଁ ମାଟି ଭିଜାଉଛି
କୃଷକ କେନାଲ ପାଣିରେ ନିଜ ଜମି ସେଚନ କରୁଛି
ଧୂଳି ନ ଉଡ଼ିବାପାଇଁ ମଙ୍ଗୁଳି ତାଙ୍କ ଦୁଆରମୁହଁ ଗଳିରେ ପାଣି ଛିଞ୍ଚୁଛି
ମାଳୀ ବଗ