Irrigation Oriya Odia Meaning
ଜଳସେଚନ , ଜଳସେଚିତ
Definition
ଚାଷ କାମ ନିମନ୍ତେ କ୍ଷେତରେ ଜଳ ପହଁଚାଇବା କ୍ରିୟା ଯାହାଦ୍ୱାରା ମାଟି ଆଦ୍ର ରହେ
ପାଣି ମଡ଼ାଇବା ମଜୁରି
ଜଳସେଚନ କ୍ରିୟା
Example
କେନାଲ ଆଦି ପାଣିରେ କ୍ଷେତକୁ ଜଳସେଚିତ କରାଯାଏ
ଏହି ବିଲର ପାଣି ମଡ଼ାଇବା ମୂଲ କେତେ ନେବ?
ମାଳୀ ବଗିଚାରେ ଗଛଗୁଡ଼ିକର ଜଳସେଚନରେ ଲାଗିଛି
Imitate in Oriya OdiaNetlike in Oriya OdiaGender in Oriya OdiaPoor in Oriya OdiaCroat in Oriya OdiaStart in Oriya OdiaNiger in Oriya OdiaHeaviness in Oriya OdiaLari in Oriya OdiaAffirm in Oriya OdiaHalo in Oriya OdiaSalutation in Oriya OdiaClump in Oriya OdiaGo in Oriya OdiaTell in Oriya OdiaTempt in Oriya OdiaTv in Oriya OdiaReptile in Oriya OdiaTrivial in Oriya OdiaDisenchantment in Oriya Odia