Home Oriya Odia Dictionary

Download Oriya Odia Dictionary APP

Irritating Oriya Odia Meaning

କଷ୍ଟଦାୟକ, କଷ୍ଟଦାୟୀ, ଦୁଃଖକର, ଦୁଃଖକାରକ, ଦୁଃଖଦ, ଦୁଃଖଦାୟକ, ଦୁଃଖଦାୟୀ , ଦୁଃଖପ୍ରଦ

Definition

ଶରୀରରେ ଚୋଟ ଲାଗିବା, ମଚକି ଯିବା ଓ ଘା’ଆଦି ହେବା କଷ୍ଟ
ଯାହାଦ୍ୱାରା ଦୁଃଖ ପହଞ୍ଚେ ବା ଦୁଃଖ ଦେବାବାଲା
ଯାହା ଦୁଃଖରେ ଭରା
ଯାହା ପୀଡ଼ା ଦିଏ
କିଛି କଥାରେ ଚିଡ଼ିଯିବା ବା ଅପ୍ରସନ୍ନ ହୋଇଯାଉଥିବା
ଫୁଲା ପେଟର ଆଗକୁ ବଢ଼ିଥିବା ବା

Example

ରୋଗୀର ଦରଜ ଦିନକୁଦିନ ବଢ଼ିଚାଲିଛି
ଏହା ବଡ ଦୁଃଖଦ କଥା ଯେ ତୁମେ ନିଜ ବାପ-ମା’ଙ୍କ ସେବା କରୁନାହଁ
ବୃଦ୍ଧାବସ୍ଥା ଦୁଃଖଦାୟକ
ସେ ଆଜିକାଲି ଅଧିକ ଚିଡ଼ଚିଡ଼ା ହୋଇଗଲାଣି
ନିୟମିତ ବ୍ୟାୟାମ କଲେ ଥନ୍ତଲାପେଟ ବାହାରେ ନାହିଁ