Home Oriya Odia Dictionary

Download Oriya Odia Dictionary APP

Itch Oriya Odia Meaning

କଣ୍ଡୁ, କଣ୍ଡୁହେବା, କୁଣ୍ଡିଆ, କୁଣ୍ଡେଇବା, କୁଣ୍ଡେଇହେବା

Definition

ଯାହା କୌଣସି କଥା ବା ବସ୍ତୁ ପ୍ରାପ୍ତିଆଡ଼କୁ ଯେଉଁ ମନୋବୃତ୍ତି ଧ୍ୟାନ ନେଇଯାଏ
ମନକୁ ଭଲ ଲାଗିବା ଭାବ
ଗୋଟିଏ ରୋଗ ଯେଉଁଥିରେ ଦେହ ବହୁତ କୁଣ୍ଡାଇହୁଏ
କୌଣସି କଥା କିମ୍ବା ବସ୍ତୁ ଇତ୍ୟାଦି ପ୍ରାପ୍ତି ଆଡ଼କୁ

Example

ସେ ତା’ର ରୁଚି ଅନୁସାରେ ହିଁ କିଛି କାମ କରିଥାଏ
ସେ କୁଣ୍ଡିଆରେ ବ୍ୟତିବ୍ୟସ୍ତ ହୋଇଯାଉଛି
ମୋର କିଛି ଖାଇବାପାଇଁ ଇଚ୍ଛା ହେଉଛି
ଦୁଇ ଦିନ ଧରି ନ ଗାଧୋଇବା କାରଣରୁ ମୋ ଦେହ କୁଣ୍ଡେଇ ହେଉଛି