Home Oriya Odia Dictionary

Download Oriya Odia Dictionary APP

Jain Oriya Odia Meaning

ଜୈନ୍ୟ

Definition

ଭାରତର ଏକ ନାସ୍ତିକବାଦୀ ଧର୍ମ ସଂପ୍ରଦାୟ ଯେଉଁଥିରେ ଅହିଂସା ପରମ ଧର୍ମ ବୋଲି ଗ୍ରହଣ କରାଯାଏ
ଜୈନ ମତାବଲମ୍ବୀ
ଜୈନ ଧର୍ମର ବା ଜୈନ ଧର୍ମ ସମ୍ବନ୍ଧିତ

Example

ଜୈନଧର୍ମ ଦିଗମ୍ବର ଏବଂ ଶ୍ୱେତାମ୍ବର ଏହି ଦୁଇ ଭାଗରେ ବିଭକ୍ତ
କେତେକ ଜୈନାବଲମ୍ବୀ ନାକ,ମୁହଁ ଢାଙ୍କି ରଖନ୍ତି
ଆପ୍ତମୀମାଂସା ଏକ ଜୈନ୍ୟ ଧର୍ମ ଗ୍ରନ୍ଥ