Home Oriya Odia Dictionary

Download Oriya Odia Dictionary APP

Jam Oriya Odia Meaning

ଅଟକାଇବା, ରଖିବା, ରୋକିବା

Definition

ଯେଉଁ ପାତ୍ରରେ ମଦ୍ୟପାନ କରାଯାଏ
ବିରୋଧ, ଉପଦ୍ରବ, ବିଦ୍ରୋହ ଇତ୍ୟାଦିକୁ ବଳ ପ୍ରୟୋଗଦ୍ୱାରା ଦମନ କରିବା
ଉପର ଭାଗରେ ଏହି ପ୍ରକାର ଭାର ରଖିବା, ଯେମିତି କୌଣସି ଜିନିଷ ତଳକୁ ଦବିବ ବା ଏପଟସେପଟ ହୋଇ ପାରିବ ନାହିଁ
କାହା

Example

ମଦୁଆ ନିଶାବଳରେ ମଦପାତ୍ରକୁ ଭାଙ୍ଗିଦେଲା
ଆମେ ନିଜର ଇଚ୍ଛାକୁ ଦମନ କରୁ / ପରାଧୀନ ଭାରତରେ ଇଂରେଜମାନେ ଭାରତୀୟମାନଙ୍କୁ ଦବେଇକି ରଖିଥିଲେ
ଛେନାର ମୁଣ୍ଡା ତିଆରି କରିବାପାଇଁ ତାକୁ କନାରେ ବାନ୍ଧିକି ଶିଳ ତଳେ ଦବାଯାଏ
କମ୍ପ୍ୟୁଟର ଚଳାଇବାପାଇଁ ଗୁଲୁ ତାର