Home Oriya Odia Dictionary

Download Oriya Odia Dictionary APP

Jelly Oriya Odia Meaning

ଜେଲୀ

Definition

ଯେଉଁ ମିଠା ଓ ଗାଢ଼ା ଔଷଧକୁ ଚଟା ଯାଏ
କୌଣସି ବସ୍ତୁର ଗାଢ଼ା ରସାଳିଆ ରୂପ
ଚାରିପାଞ୍ଚ ହାତ ଲମ୍ବା ବଙ୍କା କାଠ ଯେଉଁଥିରେ କୃଷକ ଖଳାରେ କଟା ଫସଲକୁ ଆବଶ୍ୟକ ସ୍ଥଳେ ଓଲଟପାଲଟ କରିଥାଏ
ଫଳ ଆଦିର ଯେଉଁ ଶସ ଏବଂ ରସକୁ ରାନ୍ଧି ଗାଢ଼ା କରି ଦିଆଯ

Example

ଏହା ଡାବର କମ୍ପାନୀର ଅବଲେହ
ସେ କାନ୍ଥ ଉପରେ ମାଟିର ଲେପ ଦେଉଛି
କୃଷକ କଟା ଫସଲ ଶୁଖାଇବାପାଇଁ ବଙ୍କୁଲିରେ ଉପର ତଳ କରୁଛି
ପିଜୁଳି ଜେଲୀ ସ୍ୱାସ୍ଥ୍ୟ ବର୍ଦ୍ଧକ
ଚଟଣୀ,ମହୁ ଆଦି ଲେହ୍ୟ