Home Oriya Odia Dictionary

Download Oriya Odia Dictionary APP

Job Oriya Odia Meaning

କର୍ମ, କାମ, କାମଧନ୍ଦା, କାରବାର, କାର୍ଯ୍ୟ, ଜୀବିକା, ଡ୍ୟୁଟି, ଧନ୍ଦା, ପେଶା, ବୃତ୍ତି, ବ୍ୟବସାୟ, ରୋଜଗାର

Definition

ଯାହା କରାଯାଏ
ବ୍ୟବସାୟ, ସେବା, ଜୀବିକାଆଦିର ବିଚାରରେ କରାଯାଉଥିବା କାମ
କୌଣସି ବସ୍ତୁକୁ ଉପଯୋଗୀ କରାଯିବା କାର୍ଯ୍ୟ ବା ଭାବ
ଆବଶ୍ୟକ ହେବାର ଅବସ୍ଥା ବା ଭାବ
ଯେଉଁ କାମ କରିବାପାଇଁ କଠିନତାର ମୁକାବିଲା କରିବାକୁ ପଡ଼େ
ବିଚାର କରାଯାଉଥିବା ବିଷୟର

Example

ସେ ସବୁବେଳେ ଭଲ କାମ ହିଁ କରେ
ଆପଣା କାର୍ଯ୍ୟ ପୂରା କଲାପରେ ସେ ଚାଲିଗଲେ
ଯେଉଁ ଉପଦେଶ ଦେଉଛି ତାକୁ କାମରେ ଲଗାଅ
ଛୋଟ ପିଲାଙ୍କୁ ପଢ଼ାଇବା କଠିନ କାମ
କାମ, କ୍ରୋଧ, ଅହଙ୍କାର, ଲୋଭ ଆଦି ମନୁଷ୍ୟର ଶତ୍ରୁ
ବ୍ରହ୍ମଚାରୀ