Home Oriya Odia Dictionary

Download Oriya Odia Dictionary APP

Jobber Oriya Odia Meaning

ଥୋକ ବେପାରୀ, ବଡ ବେପାରୀ, ମୋଟା ବେପାରୀ, ହୋଲ୍ ସେଲର୍

Definition

ସେହି ବେପାରୀ ଯିଏ ବହୁତ ବା ଏକତ୍ରୀତ ମାଲ କିଣିବା ବା ବିକ୍ରିକରିବାର କାର୍ଯ୍ୟକରେ
ସଉଦା କିଣିବା ବା ବିକିବାବେଳେ ଯେଉଁଲୋକ କିଛି ପାରିଶ୍ରମିକ ନେଇ ସାହାଯ୍ୟ କରେ
ବେଶ୍ୟା ବା ଛିଣ୍ଡାଳି ସ୍ତ୍ରୀମାନଙ୍କର

Example

ସେ ଲୁଗାର ମୋଟା ବେପାରୀ
ଦଲାଲ ମାଧ୍ୟମରେ ମୁଁ ଏହି ଗାଡ଼ି କିଣିଛି
କେତେକ ଭାଡ଼ୁଆ ନିରୀହା ଝିଅଙ୍କୁ ନିଜର ଶିକାର ବନାନ୍ତି