Home Oriya Odia Dictionary

Download Oriya Odia Dictionary APP

Jointly Oriya Odia Meaning

ସମୂହତଃ, ସାମୁହିକ ଭାବେ, ସାମୂହିକ ରୂପରେ

Definition

ସମୂହ ରୂପରେ
ସମୂହ ରୂପରେ ବା ଜଣେ ଅନ୍ୟ ସହିତ

Example

ଏହି ସଂସ୍ଥାର କର୍ମଚାରୀମାନେ ସାମୂହିକଭାବେ ଇସ୍ତଫା ପତ୍ର ଦେଇଦେଲେ

ଏବେଠାରୁ ଆମେ ଯାହାବି କରିବା ଏକା ସାଙ୍ଗରେ କରିବା