Jubilee Oriya Odia Meaning
ଜୟନ୍ତୀ
Definition
ଉତ୍ସବ ରୂପରେ ପାଳନ କରାଯାଉଥିବା କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ଜନ୍ମଦିନ
ବିଜୟାଦଶମୀ ଦିନ ବ୍ରାହ୍ମଣମାନଙ୍କଦ୍ୱାରା ଆଶୀର୍ବାଦ ସ୍ୱରୂପ ଦିଆଯାଉଥିବା ଯଅ ଅଙ୍କୁର
କୌଣସି ସଂସ୍ଥାର ଜନ୍ମତିଥି କିମ୍ବା କୌଣସି ମହତ୍ୱପୂର୍ଣ କାର୍ଯ୍ୟ ଆରମ୍ଭର ବାର୍ଷିକ ତିଥିରେ ପାଳିତ ହେଉଥିବା ଉତ୍ସବ
ଦେବା
Example
ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅକ୍ଟୋବର ଦୁଇ ତାରିଖରେ ପାଳନ କରାଯାଏ
ନବରାତ୍ରିରେ ଡେଉଁରିଆରେ ଜୟନ୍ତୀ ଭର୍ତ୍ତିକରି ପିଲାମାନଙ୍କୁ ପିନ୍ଧାଯାଏ
ଏ ସଂସ୍ଥା ଆଜି ନିଜର ରଜତ ଜୟନ୍ତୀ ପାଳନ କରୁଅଛି
ଜୟନ୍ତ ଓ ଜୟନ୍ତୀ ଭାଇ-ଭଉଣୀ ଥିଲ
Nationalism in Oriya OdiaModernness in Oriya OdiaTemperate Zone in Oriya OdiaRepublic Of Paraguay in Oriya OdiaThirty-fourth in Oriya OdiaRapidity in Oriya OdiaPolytechnic in Oriya OdiaMean in Oriya OdiaDistant in Oriya OdiaDialog in Oriya OdiaPrickly in Oriya OdiaCheck in Oriya OdiaFault in Oriya OdiaAnnoyed in Oriya OdiaLibertine in Oriya OdiaRub in Oriya OdiaRetired in Oriya OdiaMacrocosm in Oriya OdiaSheen in Oriya OdiaGloss in Oriya Odia