Home Oriya Odia Dictionary

Download Oriya Odia Dictionary APP

Juggle Oriya Odia Meaning

କୁହୁକବିଦ୍ୟା, ଯାଦୁକରୀ, ଯାଦୁବିଦ୍ୟା

Definition

କିଛି ଏଭଳି କାର୍ଯ୍ୟ ବା କଥା ଯାହା ପ୍ରକୃତ ବା ସତ୍ୟ ନହେଲେ ମଧ୍ୟ ସତ୍ୟ ଓ ଠିକ୍‌ ବୋଲି ଜଣାପଡ଼େ
ଯେଉଁ ଅଦ୍ଭୁତ ଖେଳ ବା କର୍ମର ରହସ୍ୟ ଦର୍ଶକମାନେ ବୁଝିପାରନ୍ତି ନାହିଁ
ଯେଉଁ

Example

ଜାଦୁଗର ଜାଦୁରେ ମିଠେଇ ବନାଇଲେ
ଚନ୍ଦ୍ରକାନ୍ତାର କାହାଣୀରେ ଭୋଜବିଦ୍ୟା ଭରିଯାଇଛି
ତାଙ୍କ ଯାଦୁବିଦ୍ୟା ଦେଖିବାରେ ସମସ୍ତେ ବିହ୍ୱଳ ଥିଲେ
ଅର୍ଜୁନ ଶତ୍ରୁମାନଙ୍କ ଉପରକୁ ଇନ୍ଦ୍ରଜାଲ ଛାଡିଲେ