Home Oriya Odia Dictionary

Download Oriya Odia Dictionary APP

Jump On Oriya Odia Meaning

ଅବସ୍ଥାନ କରିବା, ଆରୋହଣ କରିବା, ଆସୀନ ହେବା, ଚଢିବା, ବସିବା

Definition

ଜୋରରେ କହି ଡରାଇବା
ବାଉଁଶ ବା ପତଳା କାଠିରେ ତିଆରି ହୋଇଥିବା ଗୋଲ ଏବଂ ଗହୀରିଆ ପାତ୍ର
ଏକ ପ୍ରକାରର ହଣ୍ଡା
କାହାକୁ କୌଣସି କାମ କରିବାରେ ସେମାନଙ୍କୁ କିଛି କହିକରି ଅଟକାଇବା ବା ସେମାନଙ୍କୁ କିଛି ପଚରାଉଚରା କରିବା
ବାଧାବିଘ୍ନ କରିବା

Example

ସେ ଜଣେ ଭୋଳାଲୋକକୁ ଧମକାଉଥିଲା
ଝୁଡ଼ିରେ ଆମ୍ବ ରଖା ଯାଇଛି
ଟୋକନାରେ ପାଣି ଭର୍ତ୍ତି ହୋଇଛି
ଶିକ୍ଷକ ଛାତ୍ରମାନଙ୍କର ବିକୃତ ହସ୍ତାକ୍ଷର ଦେଖିକରି ସେମାନଙ୍କୁ ତାଗିଦ୍ କଲେ
ରମାର ଶାଶୁ ତାର ସବୁ କାମରେ ଆପତ୍ତି ଉଠାନ୍ତି