Home Oriya Odia Dictionary

Download Oriya Odia Dictionary APP

Jupiter Oriya Odia Meaning

ଗୁରୁ, ଦେବଗୁରୁ, ବୃହସ୍ପତି

Definition

ସୌରଜଗତର ପଞ୍ଚମ ଗ୍ରହ ଯିଏ ପୃଥିବୀଠାରୁ ବହୁତ ଦୂରରେ ଅଛନ୍ତି
ସବୁ ଦେବତାଙ୍କ ଗୁରୁ ହୋଇଥିବା ଜଣେ ଦେବତା
ଅଙ୍ଗିରା ଋଷିଙ୍କ ପୁତ୍ର ଥିବା ଜଣେ ପୌରାଣିକ ଋଷି
ଜଣେ

Example

ବୃହସ୍ପତି ସବୁ ଗ୍ରହଙ୍କ ମଧ୍ୟରେ ବଡ଼
ବିପଦ ସମୟରେ ବୃହସ୍ପତି ଦେବତାମାନଙ୍କୁ ସାହାଯ୍ୟ କରିଥାନ୍ତି
ଭରଦ୍ୱାଜ ଋଷିଙ୍କୁ ବୃହସ୍ପତି ଋଷିଙ୍କ ପୁତ୍ର ବୋଲି ଗ୍ରହଣ କରାଯାଏ