Home Oriya Odia Dictionary

Download Oriya Odia Dictionary APP

Jurisprudence Oriya Odia Meaning

ନ୍ୟାୟ, ନ୍ୟାୟଦର୍ଶନ, ନ୍ୟାୟଶାସ୍ତ୍ର

Definition

ଛଅଟି ଦର୍ଶନମଧ୍ୟରୁ କୌଣସି ବସ୍ତୁ ସମ୍ପର୍କିତ ଯଥାର୍ଥ ଜ୍ଞାନପାଇଁ ପ୍ରଦତ୍ତ ମତ ବା ବିଚାରର ଉଚିତ ବିବେଚନା କରାଯାଇଥିବା ଗୋଟିଏ ଦର୍ଶନ
ଆଇନଜ୍ଞ ବା ଅଧିକାରୀଙ୍କଦ୍ୱାରା ଆରୋପିତ ବିଧି ବା ନିୟମର ସଂକଳନ

Example

ପଣ୍ଡିତ ରାମଶଙ୍କର ମହାଶୟ ନ୍ୟାୟର ଏକ ବଡ଼ ଜ୍ଞାନୀ
ନାଗରିକଙ୍କ ଆଇନକାନୁନ୍ ପ୍ରତି ସମ୍ମାନ ରହିବା ଉଚ୍ଚିତ