Home Oriya Odia Dictionary

Download Oriya Odia Dictionary APP

Jute Oriya Odia Meaning

ଝୋଟ

Definition

ଛଣପଟ ତନ୍ତୁ ଯେଉଁଥିରୁ ଦଉଡ଼ି ଓ ତାଟଆଦି ତିଆରିହୁଏ
ଯେଉଁ ଗଛର ତନ୍ତୁରେ ଦଉଡ଼ି, ବସ୍ତା, ଦରି ଏବଂ ଗାଲିଚା ଆଦି ତିଆରି କରାଯାଏ

Example

ଝୋଟ ଦଉଡ଼ି ବହୁତ ମଜବୁତ୍
ବଙ୍ଗଳାରେ ବହୁତ ଝୋଟ ଚାଷ ହୁଏ