Home Oriya Odia Dictionary

Download Oriya Odia Dictionary APP

Juvenile Oriya Odia Meaning

ପିଲାଳିଆ

Definition

ପୁରୁଷ ସନ୍ତାନ
ଏଗାରରୁ ପନ୍ଦର, ଷୋହଳ ବର୍ଷ ପର୍ଯ୍ୟନ୍ତ ବାଳକ ଅବସ୍ଥା
ପିଲାଙ୍କ ଭଳି
ପିଲାମାନଙ୍କ ଯୋଗ୍ୟ

Example

ପୁତ୍ର କୁପୁତ୍ର ହୋଇପାରେ, ମାତ୍ର ମାତା କୁ ମାତା ହୋଇପାରିବନାହିଁ
ଅଶ୍ଳୀଳ ସାହିତ୍ୟ ଏବଂ ଆଜିକାଲିର ଚଳଚିତ୍ରଗୁଡ଼ିକ କିଶୋରମାନଙ୍କୁ ବିଭ୍ରାନ୍ତ କରୁଛି
ତିରିଶ ବର୍ଷ ବୟସରେ ବି ସୂର୍ଯ୍ୟ ସବୁବେଳେ ପିଲାଳିଆ