Home Oriya Odia Dictionary

Download Oriya Odia Dictionary APP

Kartik Oriya Odia Meaning

କାର୍ତ୍ତିକ

Definition

ଭଗବାନ ଶିବଙ୍କ ବଡ଼ ପୁତ୍ର ଯାହାଙ୍କୁ ଯୁଦ୍ଧର ଦେବତା ବୋଲି କୁହାଯାଏ
ଆଶ୍ୱିନ ଏବଂ ମାର୍ଗଶୀର ମାସ ମଝିରେ ପଡ଼ୁଥିବା ଚନ୍ଦ୍ର ମାସ

Example

ଦେବସେନାର ସେନାପତି ହେଉଛନ୍ତି କାର୍ତ୍ତିକ
କାର୍ତ୍ତିକ ମାସରେ ଦୀପାବଳୀ ବଡ଼ ଧୁମଧାମ୍‌ରେ ପାଳିତ ହୁଏ