Home Oriya Odia Dictionary

Download Oriya Odia Dictionary APP

Kashmiri Oriya Odia Meaning

କାଶ୍ମିରୀ, କାଶ୍ମୀର ବାସୀ, କାଶ୍ମୀରୀ, କାଶ୍ମୀରୀ ବାସିନ୍ଦା, କାଶ୍ମୀରୀ ଭାଷା

Definition

ଯେ କାଶ୍ମୀର ସହିତ ସମ୍ବନ୍ଧିତ ବା କାଶ୍ମୀରର
କାଶ୍ମୀର ରାଜ୍ୟର ଭାଷା
କାଶ୍ମୀର ରାଜ୍ୟ ନିବାସୀ

Example

ସେ କାଶ୍ମୀରୀ ଭାଷାରେ କଥାବାର୍ତ୍ତା କରନ୍ତି
ଆଜି ପ୍ରତ୍ୟେକ କାଶ୍ମୀରୀ-ବାସୀ ଆତଙ୍କବାଦର ଛାୟାରେ ଜୀବନଯାପନ କରୁଛନ୍ତି