Home Oriya Odia Dictionary

Download Oriya Odia Dictionary APP

Kernel Oriya Odia Meaning

କୋଇଲି, ଖୁଦ, ଦାନା, ଶସ, ଶସ୍ୟକଣିକା

Definition

ଶସ୍ୟରୁ ଅଲଗା ହୋଇଯାଇଥିବା ଖଣ୍ଡ
ବିଚାର ବା ବିବେଚନା ଶେଷରେ ବାହାରୁଥିବା ସିଦ୍ଧାନ୍ତ
କୌଣସି ପଦାର୍ଥଆଦିର ବାସ୍ତବିକ ବା ମୁଖ୍ୟ ଭାଗ ବା ଗୁଣ
କୌଣସି ପୂରା ତଥ୍ୟ, ପଦାର୍ଥ, କଥାଆଦି ସବୁ ତତ୍ତ୍ୱର ମୁଖ୍

Example

ଶିକାରୀ ଗଛତଳେ ଦାନା ବିଞ୍ଚି ଦେଇଥିଲା
ଘଣ୍ଟାକର କଠିନ ପରିଶ୍ରମ ପରେ ଯାଇ ଆମେ ଏହି ଲେଖାର ନିଷ୍କର୍ଷ ପାଇଲୁ
ଏହି ଅଧ୍ୟାୟର ସାର ହେଉଛି ଆମେ ସବୁବେଳେ ସତ୍ୟ କହିବା ଆବଶ୍ୟକ