Home Oriya Odia Dictionary

Download Oriya Odia Dictionary APP

Kill Oriya Odia Meaning

ଧ୍ବଂସ, ପ୍ରଳୟ, ବଧ, ବିନାଶ, ମରେଇବା, ସଂହାର, ହତ୍ୟାକରେଇବା

Definition

କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
କୌଣସି ମଣିଷ, ପ୍ରାଣୀଆଦିକୁ ଜାଣିବୁଝି କୌଣସି ଉଦ୍ଦେଶ୍ୟରେ ମାରିଦେବାର କ୍ରିୟା
କୌଣସି କାମ କିମ୍ବା କଥା ଉପରେ ସହମତି ନ ଦେବା
ଜୀବନ ଶେଷ କରିଦେବା

Example

ସେ ନିଜ ପିତାକୁ ହତ୍ୟା କଲା / ପ୍ରାଣୀ ହତ୍ୟା ମହାପାପ
ସେ ମୋର ବିଚାରକୁ ଅସ୍ୱୀକାର କଲା
ଆତଙ୍କବାଦୀମାନେ ପାଞ୍ଚଜଣ ଲୋକଙ୍କୁ ମାରିଲେ
ସେ କୃଷକମାନଙ୍କ ଜମି ମାରିନେଲା
ସାଇକେଲ ପ୍ରତିଯୋଗିତାରେ ମହେଶ ସୁରଜକୁ ହରେଇଲା
ଗର୍ବ ମଣିଷକୁ ଖାଇଯାଏ
ଚେସ୍ ଖେଳାଳୀ ଗୋଟିଏ ସୈନ୍ୟଦ୍ୱାରା ପ୍ରତିଦ୍ୱନ୍ଦୀର ରାଣୀକ