Home Oriya Odia Dictionary

Download Oriya Odia Dictionary APP

Killing Oriya Odia Meaning

ଧ୍ବଂସ, ପ୍ରଳୟ, ବଧ, ବିନାଶ, ସଂହାର

Definition

କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
ଯିଏ ହିଂସା କରୁଛି
କୌଣସି ମଣିଷ, ପ୍ରାଣୀଆଦିକୁ ଜାଣିବୁଝି କୌଣସି ଉଦ୍ଦେଶ୍ୟରେ ମାରିଦେବାର କ୍ରିୟା
ଯେ କାହାରିକୁ ହତ୍ୟାକରିଛି
ଯାହାଦ୍ୱାରା ଜୀବନ ଯାଇପାରେ ବା ଜୀବନ ନେବାବାଲା
ଯାହା ସହିତ ଶତ୍ରୁତା

Example

ଆଜିର ମାନବ ହିଂସ୍ର ହୋଇପଡୁଛି
ସେ ନିଜ ପିତାକୁ ହତ୍ୟା କଲା / ପ୍ରାଣୀ ହତ୍ୟା ମହାପାପ
ଏହି ମୋକଦମାରେ ସବୁ ହତ୍ୟାକାରୀ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡର ଆଦେଶ ଶୁଣାଇଦିଆଗଲା
ଶତ୍ରୁ ଏବଂ ନିଆଁକୁ କେବେ ଦୁର୍ବଳ