Home Oriya Odia Dictionary

Download Oriya Odia Dictionary APP

Kindness Oriya Odia Meaning

ଅନୁକମ୍ପା, କରୁଣାମୟତା, କୃପାଳୁତା, ଦୟାଳୁତା, ଦୟାଶୀଳତା, ସହୃଦୟତା

Definition

ଦୟାଳୁ ହେବା ଭାବ ବା ଅବସ୍ଥା
ସୁଖ, ସମୃଦ୍ଧି ତଥା କୁଶଳତାରେ ପରିପୂର୍ଣ୍ଣ ହେବା ଅବସ୍ଥା
କାହାରି ଭଲ ବା ହିତଆଦି କରିବା କ୍ରିୟା

Example

ଦୟାଳୁତା ହେଉଛି ସଜ୍ଜନ ପୁରୁଷଙ୍କ ଆଭୂଷଣ
ଏପରି କାମ କର ଯେଉଁଥିରେ ସମସ୍ତଙ୍କର କଲ୍ୟାଣ ହେବ