Home Oriya Odia Dictionary

Download Oriya Odia Dictionary APP

King Oriya Odia Meaning

ଅଧିପ, ଅଧିପତି, ଅବନୀଶ, ଅବନୀଶ୍ୱର, ନରପତି, ନରାଧିପ, ନରେନ୍ଦ୍ର, ନରେଶ, ନୃପ, ନୃପତି, ବାଦଶାହା, ଭୂପ, ଭୂପତିମହୀପତି, ଭୂପାଳ, ମହୀପାଳ, ରାଜା, ରାଣୀ

Definition

ଯେ ଶାସନ କରେ
କୌଣସି ଦେଶର ପ୍ରଧାନ ଶାସକ ଏବଂ ସ୍ୱାମୀ
ଯେଉଁ ବ୍ୟକ୍ତି ପାଖରେ ବହୁତ ଧନ ଅଛି
ବାଦ୍‌ଶାହ ଚିତ୍ରିତ ତାସ୍‌
ଯେଉଁ ବ୍ୟକ୍ତି କୌଣସି ବର୍ଗ, ଦଳ, କ୍ଷେତ୍ର ଆଦିରେ ସର୍ବଶ୍ରେଷ୍ଠ
ଯେଉଁ

Example

ଶିବାଜୀ ଜଣେ କୁଶଳୀ ଶାସକ ଥିଲେ
ତ୍ରେତୟା ଯୁଗରେ ଶ୍ରୀରାମ ଅଯୋଧ୍ୟାର ରାଜା ଥିଲେ
ସଂସାରରେ ଧନୀ ଲୋକମାନଙ୍କ ଊଣା ନାହିଁ
ସେ ରଙ୍ଗ ଦୁଆରେ ବାଦଶାହାକୁ କାଟିଲା
ବୁଦ୍ଧିମାନ୍‌ ପଶାଖେଳାଳି ଏକ ସୈନିକ ଦ୍ୱାରା ବାଦଶାହାକ