Home Oriya Odia Dictionary

Download Oriya Odia Dictionary APP

Kitchen Oriya Odia Meaning

ଇଶାଣଘର, କିଚେନ୍‌, ପାକଶାଳା, ରନ୍ଧାଘର, ରୋଷେଇଘର

Definition

ଦିନରେ ପ୍ରାୟତଃ ଦୁଇଥର ନିର୍ଦିଷ୍ଟ ସମୟରେ ନିଆଯାଉଥିବା ପୂର୍ଣ୍ଣାହାର
ଖାଦ୍ୟ ତିଆରି କକ୍ଷ ବା ସ୍ଥାନ
ରାନ୍ଧିବା ବା ତିଆରି କରିବା ପ୍ରକ୍ରିୟା

Example

ସୀତା ରୋଷେଇଘରେ ଭୋଜନ ସାମଗ୍ରୀ ସଜାଡ଼ି ରଖୁଛି
ମାଙ୍କୁ ରୋଷେଇରୁ କେବେ ହେଲେ ଫୁରସତ ମିଳେନାହିଁ