Knife Oriya Odia Meaning
ଚାକୁ, ଛୁରିକା, ଛୁରୀ
Definition
ଚିରିବାପାଇଁ ଏକ ବହୁତ ଧାରୁଆ ଛୋଟ ଛୁରୀ
ବାଳ ଲଣ୍ଡା କରିବାର ଛୁରୀ
କାଟିବା ବା ଚିରିବାପାଇଁ ଏକ ଛୋଟ ହତିଆର
କୌଣସି ବସ୍ତୁଆଦିକୁ ଏକ ଜିନିଷର ଉପରିସ୍ତରରେ ଜୋରରେ ପ୍ରବେଶ କରାଇବା
Example
ଚିକିତ୍ସକ ଘା ଚିରିବାପାଇଁ ନସ୍ତରକୁ ଗରମ କଲେ
କ୍ଷିଅର କରିବା ସମୟରେ ବାରିକ କ୍ଷୁରରେ କାନ କଡ଼କୁ କାଟିଦେଲା
ସୀତା ଛୁରୀରେ ପରିବା କାଟୁଛି
ମୋହନ ସୋହନର ପେଟରେ ଚାକୁ ଭୁସିଦେଲା
Painful in Oriya OdiaBill in Oriya OdiaPity in Oriya OdiaNatty in Oriya OdiaRaw in Oriya OdiaMistreatment in Oriya OdiaEditorial in Oriya OdiaInarguable in Oriya OdiaAnapurna in Oriya OdiaUsbek in Oriya OdiaKeep in Oriya OdiaCease-fire in Oriya OdiaFix in Oriya OdiaAdvertising in Oriya OdiaQuartz in Oriya OdiaIsaac Newton in Oriya OdiaKalif in Oriya OdiaNurse in Oriya OdiaLignified in Oriya OdiaStart in Oriya Odia